
ସା ବିଦ୍ୟା ଯା ବିମୁକ୍ତୟେ
"Knowledge that Liberates"
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା
BHARATIYA SHIKSHA VIKASH SANSTHAN, ODISHA
Our Achievements / ଆମର ସଫଳତା

1,234
Educational Institutions
ଶିକ୍ଷାନୁଷ୍ଠାନ
25,000+
Students Served
ଛାତ୍ରଛାତ୍ରୀ
23,000+
Dedicated Teachers
ପ୍ରତିବଦ୍ଧ ଶିକ୍ଷକ
📢 Important Updates / Notifications
President's Message
"Education is the foundation of our nation's progress. We are committed to providing quality education to every child, regardless of their background."
- Dr. Prasanna Kumar Mahapatra
General Secretary's Message
"Through dedication and innovation, we strive to transform lives through education and create a better tomorrow for our society."
- Dr. Karunakar Pradhan
ଏକ ସମୀକ୍ଷା / An Overview
Registration No.: BBSR 637/2003 (Government of Odisha)

Key Highlights
ଦେଶର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ, ଚରିତ୍ର ଗଠନ ତଥା ଭାରତୀୟ ସଂସ୍କୃତି ପରମ୍ପରା ସହିତ ପରିଚିତ କରାଇବା ସହ ଶିକ୍ଷାର ଉତ୍କର୍ଷିତା ପାଇଁ ଜୀବନବ୍ୟାପୀ ପ୍ରୟାସ କରିବା ନିମନ୍ତେ ପ୍ରେରଣା ଯୋଗାଇବା ଆମର ମୂଳ ଲକ୍ଷ୍ୟ ।
Our mission and vision is to enable, encourage and endow every student to initiate a life long pursuit of learning and excellency to bring about holistic growth and development of body, mind and soul and to safe and supportive environment and lead by examples towards creating global citizens with human.
ଶିକ୍ଷାଦାନ ଓ ନମ୍ରତାର ପାରମ୍ପରିକ ମାନବୀୟ ମୂଲ୍ୟବୋଧକୁ ମିଶ୍ରଣ କରିବା ପାଇଁ ଆମେ “ଗୁରୁ ଶିକ୍ଷା ପରମ୍ପରା” ଉପରେ ଗର୍ବ କରୁ ।
We take pride in “GURU SHIKSHA PARAMPARA” to traditional human values of integrity and humility with the best global practices of teaching and learning.
ସଂସ୍ଥାନ ହେଉଛି ପାରମ୍ପରିକ ଭାରତୀୟ ମୂଲ୍ୟବୋଧ ସହିତ ଆଧୁନିକ ଦୃଷ୍ଟିକୋଣ ର ସଂଗମ ।
As the name indicates, Sansthan is a confluence of modern outlook with traditional Indian values.
ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ଏକ ଅଗ୍ରଣୀ ସଂସ୍ଥା ।
A leading agency extending holistic quality education.
ଦେଶର ଯୁବ ମନରେ ଦେଶପ୍ରେମ ଏବଂ ଜାତୀୟତାର ଗଭୀର ଭାବନା ସଂଚାର କରିବା ।
Infusing a profound sense of Patriotism and Nationalism into young minds of the nation.
ଦେଶର ଉଦୀୟମାନ ପିଢିକୁ ସର୍ବୋତ୍ତମ ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା ପ୍ରଦାନ ପାଇଁ ଏକ ଅତୁଳନୀୟ ବିକଳ୍ପ ପ୍ରଦାନ କରିବା ହେଉଛି ଏହି ସଂଗଠନ ର ଉଦ୍ଦେଶ୍ୟ ।
The purpose behind this organization is to offer to budding generation of the country an unmatched option for best quality school education that is available at our command.
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଆମ ଦେଶରେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ପ୍ରଦାନ କରୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ।
Bharatiya Shiksha Vikash Sansthan is one of the leading charitable institution teaching Elementary and Secondary Education in our nation.
ସଂସ୍ଥାନ ର ସ୍ମାରକ ୫ଟି ସ୍ତମ୍ଭ ଉପରେ ପ୍ରତିଷ୍ଠିତ - ଅଧିକ ଶିକ୍ଷିବା, ଅଧିକ ବୁଝିବା, ଅଧିକ ବଢିବା, ଅଧିକ ହାସଲ କରିବା, ଅଗ୍ରଣୀ ହେବା
The motto of Sansthan rests on six pillars, that is Learn more, Understand more, Grow more, Excel more, Achieve more, Be more.
ଶିକ୍ଷା ଅଧିକାରୀ ଆଇନ ନିର୍ଦ୍ଦେଶାନୁଯାୟୀ ପଛୁଆ ବର୍ଗର ୨୫୦୦ ଶିକ୍ଷାର୍ଥୀଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ।
Providing free quality Education to 25,000 learners belonging to disadvantaged classes as per the mandate of RTE Act.
ସମାଜର ଅବହେଳିତ ଏବଂ ପଛୁଆ ବର୍ଗଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଅନୁଷ୍ଠାନ ।
A charitable institution dedicated to the cause of disadvantaged and marginalized section of the society.
ଶିକ୍ଷା ସଶକ୍ତିକରଣ, ଜୀବନ ସମୃଦ୍ଧିକରଣ
Empowering Education, Enriching Lives
Contact Us / ଯୋଗାଯୋଗ କରନ୍ତୁ
Get in touch with us for any queries or information
ଠିକଣା
IVA-47/6, Road no.:8, Unit-II
Bhubaneswar, Pin: 751009
Odisha, India
ଇମେଲ
bsvs.odisha@gmail.com
ଯୋଗାଯୋଗ ନମ୍ବର
9437329015 (General Secretary)
8249209665, 9861193971 (Office Manager)
9937909486 (Book Store)
9438500477 (Education & Examination)
Registration Information / ପଞ୍ଜୀକରଣ ସୂଚନା
Registration No.: BBSR 637/2003 (Government of Odisha)